ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଚାଲିଛି ସିସିଟିଭି ଯାଞ୍ଚ । ଆସିଲା ବ୍ୟବଚ୍ଛେଦ ରିପୋର୍ଟ, 50ରୁ ଉର୍ଦ୍ଧ୍ବ ଲୋକଙ୍କୁ ଜେରା ।ଏନେଇ ସୂଚନା ଦେଲେ ବ୍ରହ୍ମପୁର ଏସପି ।