Surprise Me!

ପ୍ରେମ ବ୍ୟପାରକୁ ନେଇ ହତ୍ୟା ଘଟଣା ! 3 ଅଭିଯୁକ୍ତ ଗିରଫ, ପୋଲିସର ସିନ ରିକ୍ରିଏସନ

2026-07-19 3 Dailymotion

ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା ଘଟଣାର ସପ୍ତାହ ପରେ ଅଭିଯକ୍ତଙ୍କୁ ବାନ୍ଧିଲା ପୋଲିସ । କ୍ରାଇମ ସିନ୍ ରି-କ୍ରିଏସନରେ ଅଭିଯୁକ୍ତ ଦେଖାଇଲା ପୁରା ଘଟଣା । ରିପୋର୍ଟ- ସଂଗ୍ରାମ ରଞ୍ଜନ ନାଥ