Surprise Me!

ନୟାଗଡ଼ ଗଣିଆରେ ଗ୍ୟାରେଜ ମିସ୍ତ୍ରୀଙ୍କୁ ଗୁଳି କରି ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

2026-06-17 2 Dailymotion

ବଡ଼ ଭାଇର ପ୍ରେମ ପାଇଁ ସାନ ଭାଇକୁ ଗୁଳି କରି ହତ୍ୟା । ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ ମନ୍ତ୍ରୀକୁ ଗିରଫ କରିଛି ଗଣିଆ ଥାନା ପୋଲିସ । ରିପୋର୍ଟ: ବିଶ୍ବଭୂଷଣ ମହାପାତ୍ର