Surprise Me!

କଟକରେ ନାବାଳକଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ, 3 ଫେରାର

2026-07-19 6 Dailymotion

କଟକରେ ନାବାଳକକୁ କିଛି ଯୁବକ ଉଲଗ୍ନ କରି ନିର୍ମମ ଭାବରେ ଆକ୍ରମଣ କରିଥିଲେ । ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ଘଟଣା ସାମ୍ନାକୁ ଆସିଥିଲା । ରିପୋର୍ଟ: ନାରାୟଣ ସାହୁ