ଖୋର୍ଦ୍ଧା ୧୬ନଂ ଜାତୀୟ ରାଜପଥର ବାଟ ମଙ୍ଗଳା ଛକ ପାଖରେ ନାକା ବନ୍ଦୀ ବେଳେ ଏକ କାରକୁ ସନ୍ଦେହଜନକ ଅବସ୍ଥାରେ ଅଟକାଇ, ଲୁଟେରା ଗ୍ୟାଙ୍ଗଙ୍କୁ ଧରିଛି ପୋଲିସ । ରିପୋର୍ଟ: ଗୋବିନ୍ଦ ଚନ୍ଦ୍ର ପଣ୍ଡା