ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ୨ ଦିନ ତଳେ ଏହି ଗୁଳିମାଡ଼ ହୋଇଥିଲା । ପୂର୍ବକୋଟ ଅଞ୍ଚଳର ୨ ଜଣ ଯୁବକଙ୍କୁ ବାଇକରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କରିଥିଲେ ଅଭିଯୁକ୍ତ। ରିପୋର୍ଟ-ଜ୍ଞାନ ରଞ୍ଜନ ଓଝା