ସୋମବାର ବିଳମ୍ବିତ ସନ୍ଧ୍ୟାରେ ପ୍ରାୟ 10 ମିନିଟ୍ ଧରି ମୁଖ୍ୟମନ୍ତ୍ରୀ ପୀଡିତା ଓ ତାଙ୍କ ମା’ଙ୍କ ସହ କଥା ହୋଇଥିଲେ । ଦୋଷୀକୁ ଦଣ୍ଡ ଦେବାକୁ ପ୍ରତିଶ୍ରୁତି ସହ ଧର୍ଯ୍ୟ ରଖିବାକୁ କହିଲେ