ମଣ୍ଡି ଅବ୍ୟବସ୍ଥା ନେଇ ରାସ୍ତାରେ ଚାଷୀ; ସପ୍ତାହକ ମଧ୍ୟରେ ସମାଧାନ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ ପାଇଁ ଦେଲେ ଚେତାବନୀ
2026-06-16 109 Dailymotion
କାଁ ଭାଁ ଗୋଟିଏ ଦୁଇଟି ଟ୍ରକ ଆସି ଧାନ ଉଠାଉଛି । ସେଥିରେ ପୁଣି କୁଇଣ୍ଟାଲ ପ୍ରତି 6ରୁ 7 କେଜି କଟନୀ ଛଟଣି କରାଯାଉଛି ।
ରିପୋର୍ଟ-ମୋତିଲାଲ ବାଗ