Surprise Me!

Civic Issue ଅନ୍ଧାରରେ ହଜି ଯାଇଛି ଏକମାତ୍ର ଖେଳ ପଡ଼ିଆର ଭାଗ୍ୟ: ପୁନରୁଦ୍ଧାର ଦାବିରେ ଆନ୍ଦୋଳନ ଚେତାବନୀ ଦେଲେ କ୍ରୀଡାପ୍ରେମୀ

2026-08-04 37 Dailymotion

ପ୍ରଶାସନିକ ଅବହେଳା କାରଣରୁ ଏହି ଶତାୟୁ ପଡ଼ିଆର ଭବିଷ୍ୟତ ଅନ୍ଧାରରେ । ଏହାକୁ ନେଇ ଜିଲ୍ଲା ପ୍ରଶାସନ-କ୍ରୀଡାପ୍ରେମୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଶୀତଳ ଯୁଦ୍ଧ ।
ରିପୋର୍ଟ-ରାଧାକାନ୍ତ ମହାନ୍ତି