ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଫାଇଟର ଜେଟ ତେଜସ ବିମାନର ପ୍ରଥମ ଟେଷ୍ଟ ଫ୍ଲାଇଟ ଶୁକ୍ରବାର ସଫଳ ଭାବରେ ତାର ଉଡାଣ ଭରିଛି । ଖୁବଶୀଘ୍ର ଭାରତୀୟ ବାୟୁସେନାର ସାମିଲ ହୋଇ ସେନାର ବଳବୃଦ୍ଧି କରିବ