ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ପ୍ରସ୍ତୁତ ସରକାର। ଲ୍ୟାଣ୍ଡଫଲ୍ ପରେ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଆର୍ଲଟରେ ଜିଲ୍ଲା ପ୍ରଶାସନ । ସମସ୍ତ ସରକାରୀ ଛୁଟି ବାତିଲ୍ ।