Surprise Me!

କମର୍ସିଆଲ LPG ଗ୍ୟାସ ସଙ୍କଟକୁ ନେଇ ଚିନ୍ତାରେ ହୋଟେଲ୍ ମାଲିକ; କଳାବଜାରୀ ଅଭିଯୋଗ ପରେ ଆକ୍ସନ୍ ମୋଡରେ ଜିଲ୍ଲା ପ୍ରଶାସନ

2026-03-18 9 Dailymotion

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଵତନ୍ତ୍ର ଟିମ ଗଠନ କରାଯାଇ ହୋଟେଲ, ଜଳଖିଆ ଓ ଫାଷ୍ଟ ଫୁଡ୍‌ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଚଢ଼ାଉରେ 18ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ ହୋଇଥିବା ସୂଚନା ମିଳିଛି ।