ମଧ୍ୟପ୍ରାଚ୍ୟ ବିବାଦ ଯୋଗୁଁ ବାଣିଜ୍ୟିକ ଏଲପିଜି ଗ୍ୟାସ ସଙ୍କଟ ଦେଖାଦେଇଛି, ଏହା ପ୍ରଭାବରେ କଟକ ତାରକସି କାରିଗରମାନଙ୍କ କାମ ବାଧାପ୍ରାପ୍ତ ହୋଇଛି । ସ୍ପେଶାଲ ରିପୋର୍ଟ: ନାରାୟଣ ସାହୁ