Surprise Me!

ନେରେଡି ପ୍ରକଳ୍ପ କାମ ଆରମ୍ଭ କରିବ ଆନ୍ଧ୍ର: ପାଣିରେ ପଡିବ 65 ବର୍ଷର ପ୍ରତିବାଦ, ଭିଟାମାଟିର ସୁରକ୍ଷା ନେଇ ଚିନ୍ତାରେ ଅଞ୍ଚଳବାସୀ

2026-04-15 8 Dailymotion

ଅଞ୍ଚଳବାସୀଙ୍କ ମନରେ ଏବେ ପ୍ରଶ୍ନ, ନେରେଡି ପ୍ରକଳ୍ପ କାମ ଆରମ୍ଭ ପାଇଁ ଆନ୍ଧ୍ର ଅଣ୍ଟା ଭିଡିଥିବା ବେଳେ ଓଡିଶା ସରକାର କାହିଁକି ହାତବାନ୍ଧି ବସିଛନ୍ତି ?
ରିପୋର୍ଟ-ହରିହର ପଟ୍ଟନାୟକ