ଜଗତସିଂହପୁର ସହରରେ LPG ଗ୍ୟାସ ସଙ୍କଟ ଉତ୍କଟ ରୂପ ଧାରଣ କରିଛି । ଗ୍ୟାସ ଏଜେନ୍ସି ଆଗରେ ଶହଶହ ଲୋକଙ୍କୁ ଲମ୍ବା ଲାଇନରେ ଛିଡା ହେବାକୁ ପଡୁଛି । ରିପୋର୍ଟ: ସୁଶାନ୍ତ କୁମାର ପାତ୍ର