Surprise Me!

ବାରମ୍ୱାର ଅଭିଯୋଗ ପରେ ବି ମଣ୍ଡିରୁ ଉଠୁନି ଧାନ, ରାଜରାସ୍ତା ଅବରୋଧ କଲେ ଚାଷୀ

2026-06-11 0 Dailymotion

ମିଲର୍ସଙ୍କ ମନମାନି ଯୋଗୁଁ ମଣ୍ଡିରୁ ଉଠୁନି ଧାନ, କାଳବୈଶାଖୀ ବର୍ଷାରେ ହେଲାଣି ଗଜା । ଆନ୍ଦୋଳନକୁ ଓହ୍ଲାଇଲେ କଳାହାଣ୍ଡି ଜିଲ୍ଲାର ଶତାଧିକ ଚାଷୀ । ରିପୋର୍ଟ: ଅଜିତ କୁମାର ସିଂ