ସରକାରୀ ରେକର୍ଡ ଅନୁଯାୟୀ ବିଭିନ୍ନ ମଣ୍ଡିରେ ଏବେ ବି ହଜାର ହଜାର କ୍ୱିଣ୍ଟାଲ ଧାନ ପଡ଼ି ରହିଛି । ବର୍ଷାରେ ଭିଜି ଧାନ ଗଜା ହୋଇଯାଉଛି । ରିପୋର୍ଟ: ଅଜିତ୍ କୁମାର ସିଂ