ସେଦିନର 40 ପରିବାରର 125 ସଦସ୍ୟ ଆଜି 400ରେ ପହଞ୍ଚିଲେଣି । ହେଲେ ସଂଘର୍ଷ ସରୁନି । ଏ ହେଉଛି ରେଙ୍ଗାଲି ଡ୍ୟାମ ବିସ୍ଥାପିତଙ୍କ ଦୁଃଖଯନ୍ତ୍ରଣାର କାହାଣୀ ।ରିପୋର୍ଟ-ବାଦଶାହ ଜୁସ୍ମନ କୁମାର ରଣା