ମୌଳିକ ସୁବିଧା ଅନୁସନ୍ଧାନରେ କଣ୍ଟାମାଳ ବ୍ଲକ ସଦର ବନ୍ଧପଡା ଗ୍ରାମ ନିକଟସ୍ଥ ନୂଆପଡା ବସ୍ତିବାସିନ୍ଦା । ଗ୍ରାମବାସୀଙ୍କ ଅସୁବିଧା ବିଷୟରେ ଇଟିଭି ଭାରତ ପ୍ରତିନିଧି ସତ୍ୟ ନାରାୟଣ ପାଣିଙ୍କର ଗ୍ରାଉଣ୍ଡ ରିପୋର୍ଟ