ଅଗ୍ନିଶମ ବିଭାଗର ୧୩୦ଟି ଟିମ୍ ରହିଛନ୍ତି। ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ରହିଛି। ଛୋଟ ଠାରୁ ବଡ଼ ଘଟଣା ପର୍ଯ୍ୟନ୍ତ ସବୁକିଛିକୁ ଗୁରୁତର ଭାବେ ନିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୮ଟି କଲ୍ ମିଳିଛି।