ଆବୁଧାବିରେ ଆୟୋଜିତ IUCN World Conservation Congress 2025ରେ ଯୋଗ ଦେଇଥିଲେ ଶିବାନୀ ପାଢୀ । ବିଶ୍ୱର ୧୫ ଜଣଙ୍କ ମଧ୍ୟରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ ବ୍ରହ୍ମପୁରର ଝିଅ ଶିବାନୀ ।