Surprise Me!

ସଙ୍ଗୀତ ତାଳରେ ଯୋଗ, ନୃତ୍ୟର ଛନ୍ଦରେ ନିରୋଗ ଜୀବନ... ଫିଟନେସ ସହ ମାନସିକ ସୁସ୍ଥତାର ନୂଆ ମନ୍ତ୍ର

2026-06-20 79 Dailymotion

ରାଜଧାନୀର ୟୁନିଟ୍ 4ର ବୁଦ୍ଧ ମନ୍ଦିର । ସକାଳ ହେଲେ ପୁରୁଷ-ମହିଳାଙ୍କର ଭିଡ ଜମେ । ନିଜ ସମୟ ସାରଣୀ ଅନୁଯାୟୀ ଏମାନେ ପହଞ୍ଚି ଯାଆନ୍ତି ପ୍ରୟାସ ଯୋଗକେନ୍ଦ୍ରରେ । ରିପୋର୍ଟ-ବିକାଶ କୁମାର ଦାସ