Surprise Me!

କରୁଣ ଚିତ୍ର : ଘର ହରାଇ ପଲିଥିନ ତଳେ 4 ପିଲାଙ୍କ ସହ ବିତୁଛି ରୂପାଲୀ ଏବଂ ଚନ୍ଦନଙ୍କ ଜୀବନ

2026-07-09 6 Dailymotion

ରୋଗାଗ୍ରସ୍ତ ସ୍ବାମୀ ଏବଂ 4 ପିଲାଙ୍କୁ ନେଇ ଜରିପାଲ ତଳେ ଆଶ୍ରୟ ନେଇଛନ୍ତି ଖୋରଧା ବୋଗୁନିଆର ରୂପାଲୀ । ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ରୂପାଲୀଙ୍କ ପରିବାର । ରିପୋର୍ଟ- ଗୋବିନ୍ଦ୍ର ଚନ୍ଦ୍ର ପଣ୍ଡା