ଗୁଣିଆଙ୍କୁ ମାସେ ତଳେ ଯୋଗାଯୋଗ କରିଥିଲେ ଜଗବନ୍ଧୁ । ଗୁଣିଆର ପରାମର୍ଶ ଅନୁସାରେ ପାଳକଣାସ୍ଥିତ ଘରେ ପୋତି ହୋଇ ରହିଥିବା ହାଡ଼ ବାହାର କରିବା ପାଇଁ ମାଟି ଖୋଳୁଥିଲେ । ଧସିଗଲା ମାଟି ।