ସମ୍ବଲପୁର ଉଷାକୋଠି ଅଭୟାରଣ୍ୟ ଅଞ୍ଚଳ । ସ୍କୁଲ ଯିବାକୁ ପାରିହେବାକୁ ପଡ଼େ 12 କିଲୋମିଟର ଜଙ୍ଗଲୀ ରାସ୍ତା । 10 କିଲୋମିଟର ଦୂରରେ ଆମ୍ୱୁଲାନ୍ସ । ମାସରେ 15 ଦିନ ଆସେନି ବିଜୁଳି ।