ମହିଳାଙ୍କ ପାଇଁ ପ୍ରେରଣା କଟକ ଗୋବିନ୍ଦପୁରର ପ୍ରମିଳା ମୁଦୁଲି । ମହିଳା ସଶକ୍ତିକରଣ, ମଦ ବିରୋଧୀ ଆନ୍ଦୋଳନ ଏବଂ ବାଲ୍ୟ ବିବାହ ବନ୍ଦ ଅଭିଯାନ, ସବୁଥିରେ ସବୁବେଳେ ସେ ଆଗରେ ଥାଆନ୍ତି ।