ଜନପ୍ରତିନିଧି ଏବଂ ଚାଷୀଙ୍କ ସହ ବୈଠକରେ ଆଲୋଚନା ନକରି ଯନ୍ତ୍ରୀ ଠିକାଦାର ମନଇଛା ବିଲର ଅଧା ଖୋଳି ପାଇପ ବିଛାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ରିପୋର୍ଟ- ଗୋବିନ୍ଦ ଚନ୍ଦ୍ର ପଣ୍ଡା