ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଚାଷ ଜମିରେ ପାଣି ମାଡ଼ି ଯାଇଛି । ଯାହାଦ୍ୱାରା ଚାଷୀମାନେ ଅନେକ କ୍ଷତି ସହିବାର ଆଶଙ୍କା କରାଯାଉଛି । ରିପୋର୍ଟ: ଜୀବନଜ୍ୟୋତି ନାୟକ