Surprise Me!

ବନ୍ୟା ଧୋଇନେଲା ପନିପରିବା ଚାଷ, ଚିନ୍ତାରେ ଜଗତସିଂହପୁର ଚାଷୀ

2026-08-07 1 Dailymotion

ଜଗତସିଂହପୁର ଜିଲ୍ଲାରେ ହେକ୍ଟର ହେକ୍ଟର ପନିପରିବା ଚାଷ ନଷ୍ଟ । ବଜାରରେ ବେଲଗାମ ପନିପରିବା ଦର । ସହାୟତା ଦେବାକୁ ଚାଷୀଙ୍କ ନିବେଦନ । ରିପୋର୍ଟ: ସୁଶାନ୍ତ ପାତ୍ର