Surprise Me!

ବୈତରଣୀ ଓ କାଣୀ ନଦୀରେ ତୃତୀୟ ବନ୍ୟା; ଚିନ୍ତାରେ ନଦୀକୂଳିଆବାସୀ, ଘାଇରେ ଭାସିଗଲେ ଗୃହ ପାଳିତ ପଶୁ

2025-08-25 3 Dailymotion

ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି । ଲଗାଣ ବର୍ଷାରେ ବୈତରଣୀ ନଦୀ ଫୁଲୁଥିବା ବେଳେ, କାଣୀ ନଦୀରେ ସୃଷ୍ଟି ହୋଇଛି ବଡ଼ ଘାଇ ।