Surprise Me!

ଲଘୁଚାପ ଯୋଗୁଁ ଆଗୁଆ ସତର୍କତା: ହୀରାକୁଦ ଗେଟ୍ ଖୋଲି ବନ୍ୟା ପରିଚାଳନାରେ ଜଳ ସମ୍ପଦ ବିଭାଗ

2026-07-09 0 Dailymotion

ଜୁଲାଇ ୧୩ ପରେ ଲଘୁଚାପର ସ୍ପଷ୍ଟ ଚିତ୍ର ଆସିବ ବୋଲି IMD ସୂଚନା ଦେଇଥିବା ବେଳେ, ତା ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନା ସାରିବାକୁ ଯୋଜନା କରାଯାଇଛି । ରିପୋର୍ଟ- ସଞ୍ଜୀବ ରାୟ