Surprise Me!

ହୀରାକୁଦରେ ପୁଣି ଖୋଲିଲା 6ଟି ଗେଟ୍, ମୋଟ୍ 10ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ

2026-07-21 2 Dailymotion

19 ତାରିଖରେ ଖୋଲିଥିଲା 4ଟି ଗେଟ୍ l ଆଜି ଆଉ 6ଟି ଗେଟ୍ ଖୋଲିଥିବାରୁ ମୋଟ୍ 10ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ହେଉଛି । ରିପୋର୍ଟ: ବାଦଶାହ ଜୁସ୍ମନ ରଣା