ଆଜି ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର 4ଟି ଗେଟ୍ ଦେଇ ଚଳିତବର୍ଷ ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି । ପ୍ରତି ସେକେଣ୍ଡରେ ପ୍ରାୟ 70 ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ।ରିପୋର୍ଟ: ବାଦଶାହ ଜୁସ୍ମନ ରଣା