ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ଆଉ ବସି ବସି ସମୟ କାଟିବେନି । ଭଳିକି ଭଳି ଗ୍ରନ୍ଥ ପଢିପାରିବେ । ଆଗକୁ ଅନ୍ୟ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ ଦପ୍ତରରେ ଖୋଲିବା ଯୋଜନା ଚାଲିଛି ।