Surprise Me!

ଶକ୍ତିଶାଳୀ ହେଉଛି El Nino: କୃଷି ପାଇଁ ବଢ଼ିଲା ଚିନ୍ତା, ଚାଷୀଙ୍କୁ ସ୍ୱଳ୍ପ ଅବଧି ବିହନ ଏବଂ ବିକଳ୍ପ ଚାଷ ପାଇଁ OUAT ବୈଜ୍ଞାନିକଙ୍କ ପରାମର୍ଶ

2026-06-24 0 Dailymotion

ଏଲ୍ ନିନୋ ପ୍ରଭାବରେ ସ୍ବଳ୍ପ ବର୍ଷା ସହ 8ଟି ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିପାରେ। ସତର୍କତା ଜାରି କଲେ ଓୟୁଏଟି କୃଷି ପାଣିପାଗ ବିଭାଗ ବୈଜ୍ଞାନିକ ତୁଷାର ରଞ୍ଜନ ମହାନ୍ତି।ରିପୋର୍ଟ- ବିକାଶ କୁମାର ଦାସ