ଫିଲ୍ମ ପ୍ରିଜର୍ଭେସନ ଆଣ୍ଡ ରେଷ୍ଠୋରେସନ ୱାର୍କସପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ ଓଡ଼ିଆ ଚଳଚ୍ଚିତ୍ରର ଗୌରବ ଫେରାଇବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ ହେବ ।