ଆଦିବାସୀ ଅଧ୍ୟୁଷିତ ଅଂଚଳର ସାଂସଦ ବିଧାୟକଙ୍କୁ ବିଜେପିର ବଡ଼ ଦାୟିତ୍ୱ | ନିଜ ନିଜ ଅଂଚଳର 20ରୁ ଅଧିକ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ନେଇ ଗ୍ରାମର ସର୍ବାଙ୍ଗୀନ ବିକାଶ କରିବେ l