ମୁଖ୍ୟମନ୍ତ୍ରୀ କ୍ୟାନସର ଆରୋଗ୍ୟ ଯୋଜନାରେ ୧୨୧ ପ୍ରକାରର ଚିକିତ୍ସା ପ୍ୟାକେଜ୍ ସାମିଲ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ରିପୋର୍ଟ: ବିକାଶ ଦାସ