କଟକର ଐତିହାସିକ ବାଲିଯାତ୍ରାରେ ଦର୍ଶକଙ୍କୁ ଟାଣି ଆଣୁଛି ଗୋବର ତିଆରି ସାମଗ୍ରୀ । ବିକ୍ରେତା କହନ଼୍ତି, ଘରେ ରଖିଲେ ନେଗେଟିଭ ଶକ୍ତି ପ୍ରଭାବ ଆଉ ରହିବ ନାହିଁ ।