ଏଥର ବାଲିଯାତ୍ରାରେ ଭଲ ବେପାର ହୋଇଛି । ସବୁଠାରୁ ଭଲ ହୋଇଛି ପଲ୍ଲିଶ୍ରୀ ମେଳାରେ । ଦହିବରା ବ୍ୟବସାୟୀଙ୍କୁୁ ତଳପଡିଆ ଦିଆଯାଇଥିବାରୁ ଭଲବେପାର ହେଲାନି ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି । ।