ବ୍ରହ୍ମପୁର ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ସାଧାରଣ ପରିଷଦ ବୈଠକରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଚାଷୀଙ୍କ ସମସ୍ୟା ସମାଧାନ ଉପରେ ଆଲୋଚନା ହୋଇଛି ।