Surprise Me!

କାନଭାସ୍‌ରେ ଜଗନ୍ନାଥ ସଂସ୍କୃତିର ଝଲକ, ସ୍ନାନଯାତ୍ରାରୁ ନିଳାଦ୍ରୀ ବିଜେ.. ରଥଯାତ୍ରାର ଅନନ୍ୟ ଲୀଳାକୁ ତୂଳୀରେ ଜୀବନ୍ତ କରିଛନ୍ତି ବ୍ରହ୍ମପୁର ଛାତ୍ରଛାତ୍ରୀ

2026-07-24 94 Dailymotion

ସ୍ନାନଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ବିଭିନ୍ନ ଲୀଳା, ରସଗୋଲା ପରମ୍ପରା, ରଥଦଉଡିର ଏକତା ବାର୍ତ୍ତା ଏବଂ ଦଶାବତାରକୁ ଚିତ୍ରରେ ଉପସ୍ଥାପନ କଲେ ଏକ୍ସ-ଜେନ୍ କଲେଜର ଶିକ୍ଷାର୍ଥୀ, ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ