ମେରାଇନ ଥାନାକୁ ଏବେ ଆକ୍ଟିଭ କରାଯାଇଛି। ମେରାଇନ ଥାନାର ଯେଉଁ ଷ୍ଟାଫ ଅଛନ୍ତି, ତାସହ ସ୍ଥାନୀୟ ଅଞ୍ଚଳବାସିନ୍ଦା, ମତ୍ସ୍ୟଜୀବୀ ସମୁଦାୟଙ୍କୁ ନେଇକି ମେରାଇନ ଥାନା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।