ବନ୍ଧ୍ୟାକରଣର ସାରଥି ହୋଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠୁ ସମ୍ମାନିତ ହୋଇଛନ୍ତି କେ ନାରସାମା । ତେବେ ଉପକୂଳ ଜିଲ୍ଲା ତୁଳନାରେ ଆଦିବାସୀ ଜିଲ୍ଲାଗୁଡ଼ିକରେ ପୁରୁଷ ବନ୍ଧ୍ୟାକରଣ ଗ୍ରହଣୀୟତା ଅଧିକ ।