Surprise Me!

ଭିଡ ଭିତରେ ଅସୁସ୍ଥ ହୋଇ ପଡିଲେ ଭକ୍ତ; ଡାକ୍ତରଖାନାରେ ଭର୍ତ୍ତି ହେଲ 300ରୁ ଅଧିକ

2026-07-16 0 Dailymotion

କିଛି ଆହତଙ୍କୁ ସମୁଦ୍ରକୂଳରୁ ଉଦ୍ଧାର କରାଯାଇଥିବାବେଳେ ଆଉ କେତେକଙ୍କୁ ବଡଦାଣ୍ଡରୁ ଉଦ୍ଧାର କରାଯାଇଛି । କିଛି ଭକ୍ତ ସମୁଦ୍ରରେ ଗାଧୋଉଥିବାବେଳେ ଲହଡି ମାଡରେ ଆହତ ହୋଇଛନ୍ତି ।
ରିପୋର୍ଟ-ବିକାଶ କୁମାର ଦାସ