ମହାପ୍ରଭୁଙ୍କ ଚମତ୍କାର ! ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ନିସ୍ତେଜ ଅବସ୍ଥାରୁ ଉଠିଲା କୁନି ପୁଅ ନିଖିଲ । ପୁଅର ଜୀବନ ବଞ୍ଚାଇବା ପାଇଁ ପ୍ରଭୁଙ୍କ ନିକଟରେ ସମର୍ପି ଦେଇଥିଲେ ବାପା ।