ମହାପ୍ରଭୁଙ୍କ ଘୋଷଯାତ୍ରାରେ ପୁରୀ ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ଭଜନ ପରିବେଷଣ କରିବା ପାଇଁ ବ୍ରହ୍ମପୁରର ଶ୍ରୀ ଜଗନ୍ନାଥ ଦିବ୍ୟାଙ୍ଗ ଭଜନ ସମାରୋହର ସଦସ୍ୟଙ୍କୁ ନିମନ୍ତ୍ରଣ ମିଳିଛି । ରିପୋର୍ଟ-ସମୀର କୁମାର ଆଚାର୍ଯ୍ୟ