ଅସୁସ୍ଥଙ୍କ ପାଇଁ ଭଗବାନଙ୍କ ପାଖରେ ଗୁହାରୀ କରିବା ଭଲ ହେଲେ ତା' ସାଙ୍ଗରେ ଡ଼ାକ୍ତରୀ ପରାମର୍ଶ କରିବା ନିହାତି ଜରୁରୀ ବୋଲି କହିଛନ୍ତି ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ପାର୍ଥ ମହାପାତ୍ର ।