Surprise Me!

ସ୍କୁଲ ପାଚେରୀ ପଡ଼ି 2 ଛାତ୍ରୀ ମୃତ୍ୟୁ ଘଟଣା: ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଲେ ରାଜ୍ୟ ଶିଶୁ ଆୟୋଗ

2026-04-17 14 Dailymotion

ରୁବୁଡିସିଂ ଗାଁ ସ୍କୁଲ ଗେଟ୍ ପଡ଼ି ଦୁଇ ଛାତ୍ରୀଙ୍କ ଜୀବନ ଯିବା ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ସମୀକ୍ଷା ପରେ ହୋଇଛି କାର୍ଯ୍ୟାନୁଷ୍ଠାନ । ରିପୋର୍ଟ- ହରିହର ପଟ୍ଟନାୟକ