2002ରେ 6 ବିଦ୍ୟାର୍ଥୀଙ୍କୁ ନେଇ ଆରମ୍ଭ ହୋଇଥିଲା ବାଲେଶ୍ବର ଦୃଷ୍ଟିହୀନ ବିଦ୍ୟାଳୟ । ଏବେ ପଢୁଛନ୍ତି 110 । ଦୃଷ୍ଟିହୀନ ମହିଳା T20 ବିଶ୍ବକପ୍ ବିଜେତା ଦଳରେ ଏହି ସ୍କୁଲର 3 ସଦସ୍ୟ ।